ସତ୍ୟନଗର ଶ୍ମଶାନ ବିବାଦ ଘନେଇଲା : କରୋନା ଆକ୍ରାନ୍ତଙ୍କୁ ଏଠାରେ ନ ପୋଡ଼ିବାକୁ ମାନବାଧିକାର କମିସନଙ୍କ ନିକଟରେ ଦାବି କଲେ ସ୍ଥାନୀୟ ବାସିନ୍ଦା

ସ୍ୱର୍ଗଦ୍ୱାରରେ ବାରଣ ପାଇଁ ସତ୍ୟନଗର ଚାପ ବଢ଼ିଛି: ବିଏମ୍‌ସି କମିସନର ଭୁବନେଶ୍ୱର : ସତ୍ୟନଗର ଶ୍ମଶାନରେ ପ୍ରାୟ ୨ହଜାର କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କର ଶବ ଦାହ ହୋଇସାରିଲାଣି। ଏପ୍ରିଲ-ମେ’ ମାସରୁ ଲଗାତାର ଏଠାରେ କରୋନା ଆକ୍ରାନ୍ତଙ୍କ ଶବଦାହ ହେଉଛି। ଆରମ୍ଭରୁ ଦିନକୁ ୨ରୁ ୩ଜଣ କରୋନା ଆକ୍ରାନ୍ତଙ୍କ ଶବଦାହ ହେଉଥିବା ବେଳେ ଏବେ ଏହା ୩୦ରୁ ୪୦ଜଣରେ ପହଞ୍ଚିଲାଣି। କେବଳ ସତ୍ୟନଗର ଶ୍ମଶାନରେ ରାଜ୍ୟର ପ୍ରାୟ ୮୦% କରୋନା … Continue reading ସତ୍ୟନଗର ଶ୍ମଶାନ ବିବାଦ ଘନେଇଲା : କରୋନା ଆକ୍ରାନ୍ତଙ୍କୁ ଏଠାରେ ନ ପୋଡ଼ିବାକୁ ମାନବାଧିକାର କମିସନଙ୍କ ନିକଟରେ ଦାବି କଲେ ସ୍ଥାନୀୟ ବାସିନ୍ଦା